ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:32 pm

ବାଣିଜ୍ୟ

ଟ୍ରେନରୁ ଉଠିଯିବ ଏସି-୨ କୋଚ୍‌

April 22, 2017

ହୁଣ୍ଡାଇ ଅଲ୍ ନିୟୁ ଏକ୍ସସେଣ୍ଟର ବଜାର ପ୍ରବେଶ

April 22, 2017

ଏଫ୍ସିଏ ଇଣ୍ଡିଆ ପକ୍ଷରୁ ଫିଏଟ୍ ପୁଣ୍ଟୋ ଇଭୋ ପିଓର ଉନ୍ମୋଚିତ

April 21, 2017

କାର୍ଡରେ ଦରକାର ପଡିବନି ପିନ୍‌

April 21, 2017

ସାମସଙ୍ଗ ଗାଲାକ୍ସି ଏସ୍‌୮,ଏସ୍‌୮ ପ୍ଲସ୍‌ର ବଜାର ପ୍ରବେଶ

April 21, 2017

ଖୁବ ଜଲଦି ଲଞ୍ଚ ହେବ “ଉବେର ଇଟସ”

April 20, 2017

ହ୍ୱାର୍ଟସ ଆପରୁ କରି ପାରିବେ ଡିଜିଟାଲ ପେମେଣ୍ଟ

April 15, 2017

ବର୍ତ୍ତମାନ ସଞ୍ଚୟଖାତାରୁ ୨ଲକ୍ଷରୁ ଊର୍ଦ୍ଧ୍ଵ ନଗଦ କାରବାର ସମ୍ଭବ

April 15, 2017

 

ନୂଆଦିଲ୍ଲୀ: ୨ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନଗଦ କାରବାର ଉପରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ନିଷେଧାଦେଶ ବ୍ୟାଙ୍କ ଏବଂ ଡାକଘର ସଞ୍ଚୟଖାତାରୁ ଟଙ୍କା ଉଠାଣ କ୍ଷେତ୍ରରେ ଲାଗୁ ହେବନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ବୁଧବାର କୁହାଯାଇଛି । ଅର୍ଥ ଆଇନ ୨୦୧୭ ଅନୁଯାୟୀ ସରକାର ୨ଲକ୍ଷ ଟଙ୍କାରୁ ଅଧିôକ ମୂଲ୍ୟର ନଗଦ କାରବାରକୁ ନିଷେଧ କରିଛନ୍ତି । 

ଅଧିକ ଖବର...

'ୟମାଃ' କମ୍ପାନିର ଅତ୍ୟାଧୁନିକ ସୋ'ରୁମ୍ ଉଦ୍ ଘାଟିତ

October 28, 2016

 ବିଶ୍ୱର ଅନ୍ୟତମ ଖ୍ୟାତନାମା ଦୁଇଚକିଆ ଯାନ ନିର୍ମାତା 'ୟମାଃ' କମ୍ପାନିର ଏକ ଅତ୍ୟାଧୁନିକ ଆନ୍ତର୍ଜାତିକ ସ୍ତରୀୟ ସୋ'ରୁମ୍ "ସାଇ ଅନନ୍ତ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ "ଶୁକ୍ରବାରଦିନ ବାଲେଶ୍ୱର ସହରର ଓଟିରେଡ଼ରେ ଉଦ୍ ଘାଟିତ ହୋଇଯାଇଛି।

ଅଧିକ ଖବର...

ବୋନସ୍ରେ ୪୦୦ ଫ୍ଲାଟ୍ ଓ ୧୨୬୦ କାର୍ ଦେଲେ ଢୋଲକିୟା

October 28, 2016

 ଦୀପାବଳୀରେ ନିଜ କମ୍ପାନୀର କର୍ମଚାରୀଙ୍କୁ ବୋନସରେ ଆପାର୍ଟମେଣ୍ଟ୍ ଓ କାର୍ ଦେଇ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଥିବା ସୁରତର ହୀରା ବ୍ୟବସାୟୀ ଏସ୍.ଡି ଢୋଲକିୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ବି ଦୀପାବଳୀ ଅବସରରେ ସେ ଭଲ କାମ କରିଥିବା କର୍ମଚାରୀମାନଙ୍କୁ କାର୍ ଓ ଫ୍ଲାଟ୍ ଉପହାରରେ ଦେଇଛନ୍ତି।

ଅଧିକ ଖବର...

ପୁଞ୍ଜିନିବେଶକମାନଙ୍କୁ ଅାକୃଷ୍ଟ କରିବା ପାଇଁ ହାଇଦ୍ରାବାଦରେ ରୋଡ-ଶୋ’

October 28, 2016

 ରାଜ୍ୟରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ହାଇଦ୍ରବାଦଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ-ସୋର ଅାୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଅାୟୋଜିତ ଏକ ସମ୍ମିଳନୀରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅାନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେଡେରେସନର ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଶିଳ୍ପସଂସ୍ଥାର ପ୍ରତିନିଧି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଉପଲବ୍ଧ ସୁବିଧା ଓ ସୁଯୋଗ ବିଷୟରେ ଅବତାରଣା କରିଥିଲେ।

ଅଧିକ ଖବର...