ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:32 pm

ରାଜନୀତି

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ପୁଣି ଉଠିଲା ବିବାଦ

May 2, 2017

ରାଜ୍ୟରେ ଦୁର୍ବଳ ବୁଥକୁ ସୁଦୃଢ କରିବା ପାଇଁ ଅଙ୍କ କସିଲା ବିଜେପି

April 23, 2017

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ନଜର ଆସିଲେନି ବିଜୟ ଓ ଦିଲ୍ଲୀପ୍‌

April 22, 2017

ବାବ୍ରି ମସ୍‌ଜିଦ ଭାଙ୍ଗିବା ନେଇ ରାମ ବିଳାସ ବେଦାନ୍ତିଙ୍କ ମନ୍ତବ୍ୟ! ଆଡୱାଣୀ ନୁହନ୍ତି; ମୁଁ ଉସୁକାଇଥିଲି

April 22, 2017

'ନାଲିବତି ହଟାଇବା ଗୋଟେ ଉପହାସ', ତଥାଗତଙ୍କ ଟୁଇଟ୍ ଚର୍ଚ୍ଚାରେ

April 21, 2017

ଆଡୱାଣୀଙ୍କ ପ୍ରସଙ୍ଗରେ ଲାଲୁଙ୍କ ଆକ୍ଷେପକୁ ବିନୟ କଟିୟାରଙ୍କ ସମର୍ଥନ

April 21, 2017

ନବୀନ-ମମତାଙ୍କୁ ବିଜେପିର ଟାର୍ଗେଟ୍, ମହାମେଣ୍ଟ ପାଇଁ ଚାଲିଛି ବୁଝାମଣା

April 20, 2017

ଝୁଲୁଛି ଅଦଳବଦଳ

April 15, 2017

 ଭୁବନେଶ୍ୱର: ଘଡ଼ିକେ ଘୋଡ଼ା ଛୁଟୁଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବିଜେଡ଼ିରେ ଛକାପଞ୍ଝା ଲାଗିରହିଛି । ନିକଟ ଅତୀତରେ ବିଧାନସଭା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସୁରାକ୍‌ ଦେଇଥିଲେ । ଏହା ପରେ ଗତ ୬ତାରିଖରେ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନବନିର୍ବାଚିତ ବିଜେଡ଼ି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକ୍ରମର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କେବେ ହେବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏ ବିଷୟରେ ଅନୁଧ୍ୟାନ କରାଯାଉଛି ।

ଅଧିକ ଖବର...

କୁଆଡେ ଗଲା ରାଜନାଥଙ୍କ ପ୍ରତିଶୃତି?

April 15, 2017

 ଭୁବନେଶ୍ୱର:ଆସନ୍ତା ଅପ୍ରେଲ ୧୫,୧୬ ଦୁଇଦିନ ବ୍ୟାପି ବିଜେପି ପକ୍ଷରୁ ରାଜ୍ୟରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ  ହେବ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମେତ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ,ଲାଲକୃଷ୍ଣ ଆଡଭାଣୀ ଓ ବିଜେପି ଶାସିତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ ଗଣ ମଧ୍ୟ ଯୋଗ ଦେବେ । ବୈଠକକୁ ନେଇ ଦଳ ପକ୍ଷରୁ ବେଶ ଉତ୍ସାହ ପ୍ରକାଶ ପାଇଛି ।

ଅଧିକ ଖବର...

କାର୍ୟ୍ୟକାରିଣୀ ନିମନ୍ତେ ବିଜେପିର ଭୂମିପୂଜା,ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ, ପ୍ରସ୍ତୁତ ହେଉଛି ଶୀତତାପ ନିୟନ୍ତ୍ରିତ ଶିବିର

April 14, 2017

ଭୁବନେଶ୍ୱର : ଆସନ୍ତା ୧୫ ଓ ୧୬ ତାରିଖରେ ଭୁବନେଶ୍ୱରରେ ଦଳର ଜାତୀୟ କାର୍ୟ୍ୟକାରିଣୀ ବୈଠକ ନିମନ୍ତେ ଭୂମି ପୂଜା କରିଛି ବିଜେପି ।

ଅଧିକ ଖବର...

ଅବୈଧ ଖଣି ଖନନ ରୋକିବାକୁ ଆରମ୍ଭ ହେଲା ସତର୍କତା ବ୍ୟବସ୍ଥା

October 28, 2016

 କେନ୍ଦ୍ର ଖଣି, ଶକ୍ତି, କୋଇଲା, ନୂତନ ଓ ଅକ୍ଷୟ ଉର୍ଜା (ସ୍ୱାଧିନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ଶନିବାର ଦିନ ଅବୈଧ ଖଣି ଖନନ ରୋକିବା ନିମିତ ଖଣି ସତର୍କତା ବ୍ୟବସ୍ଥା (ଏମଏସଏସ)ର ଉଦ୍ଘାଟନ କରିଛନ୍ତି।

ଅଧିକ ଖବର...

ମନ୍ତ୍ରୀ ପବନ ପାଣ୍ଡେଙ୍କୁ ସପାରୁ ୬ ବର୍ଷ ପାଇଁ ବହିଷ୍କାର କଲେ ଶିବପାଲ

October 28, 2016

 ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ଟଣାଓଟରା ସ୍ଥିତି ଶାନ୍ତ ପଡ଼ି ନାହିଁ। ଆଜି ମନ୍ତ୍ରୀ ପବନ ପାଣ୍ଡେଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଶିବପାଳ ଯାଦବ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି।

ଅଧିକ ଖବର...

ସୀମାରେ ବାରମ୍ବାର ଆକ୍ରମଣ, ଜମ୍ମୁର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ

October 28, 2016

  ଜମ୍ମୁ: ଭାରତ ତରଫରୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି। ଫଳରେ ସୀମା ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ୮୦ ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ଖବର...

ମନ୍ତ୍ରୀ ପବନ ପାଣ୍ଡେଙ୍କୁ ସପାରୁ ୬ ବର୍ଷ ପାଇଁ ବହିଷ୍କାର କଲେ ଶିବପାଲ

October 28, 2016

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ଦେଖାଯାଇଥିବା ଟଣାଓଟରା ସ୍ଥିତି ଶାନ୍ତ ପଡ଼ି ନାହିଁ। ଆଜି ମନ୍ତ୍ରୀ ପବନ ପାଣ୍ଡେଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଶିବପାଳ ଯାଦବ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏହା ସହିତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଚିଠି ଲେଖିଛନ୍ତି। ବିଧାନ ପରିଷଦ ସଦସ୍ୟ ଆଶୁ ପାଣ୍ଡେଙ୍କୁ ପବନ ପାଣ୍ଡେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। 

ଅଧିକ ଖବର...