ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:51 pm

ମନୋରଞ୍ଜନ

ସୋହା ଗଭର୍ବତୀ

April 23, 2017

କର୍କଟ ରୋଗାଗ୍ରସ୍ତ ଥିବାବେଳେ ଏଲିୟନ୍‌ ପରି ଦିଶୁଥିଲେ ମନିଷା

April 22, 2017

ଟ୍ୱିଟରରେ ପ୍ରଶଂସକଙ୍କ ଚର୍ଚ୍ଚାରେ ଚଳଚ୍ଚିତ୍ର ମହାଭାରତ

April 22, 2017

ଐଶ-ଅଭିଙ୍କ ୧୦ ବର୍ଷ ବିବାହ ପୂର୍ତ୍ତି

April 21, 2017

ସାଏରା-ଜ୍ୟାକିଙ୍କୁ ମିଳିବ ରାଜକପୁର ପୁରସ୍କାର

April 21, 2017

ବାହୁବଳୀ ପରି ଅନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିବେନି ପ୍ରଭାସ

April 21, 2017

କରିସ୍ମାଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କଲେ ବିବାହ

April 15, 2017

 କପୁର ତନୟା କରିସ୍ମା କପୁର ୯୦ ଦଶକର ଜଣେ ହିଟ୍‌ ଅଭିନେତ୍ରୀ ଭାବରେ ଜଣାଯାଉଥିଲେ । ଚଳଚ୍ଚିତ୍ର କ୍ୟାରିୟରରେ ସଫଳ ହେବା ପରେ ଦିଲ୍ଲୀର ନାମକରା ଶିଳ୍ପପତି ସଞ୍ଜୟ କପୁରଙ୍କୁ ୨୦୦୩ରେ ବିବାହ କରିଥିଲେ ।

ଅଧିକ ଖବର...

ଅମିତାଭଙ୍କ ନୂଆ ଲୁକ୍‌

April 15, 2017

 ବଲିଉଡର ବିଗ୍‌-ବି ଅମିତାଭ ବଚ୍ଚନ ସୋସିଆଲ ସାଇଟ୍‌ରେ ଯୁବ କଳାକାରଙ୍କ ଠାରୁ ଅଧିକ ଲୋକପ୍ରିୟ ।

ଅଧିକ ଖବର...

ମୃତ ସମୟରେ ଗର୍ଭବତୀ ଥିଲେ ସୌନ୍ଦର୍ଯ୍ୟା

April 15, 2017

୧୯୯୯ରେ ମୁକ୍ତିଲାଭ କରିଥିବା “ସୂର୍ଯ୍ୟବଂଶମ୍‌” ଚଳଚ୍ଚିତ୍ରଟି ଯଦିଓ ସଫଳତା ପାଇନଥିଲା, ହେଲେ ଦକ୍ଷିଣଜଗତର କଳାକାର ସୌନ୍ଦର୍ଯ୍ୟା ଏହି ଜରିଆରେ ଲୋକପ୍ରିୟ ହୋଇପାରିଥିଲେ ।

ଅଧିକ ଖବର...

ନେତାଜୀ ସୁଭାଷଙ୍କ ଚରିତ୍ରରେ ରାଜକୁମାର

April 14, 2017

ବିଭିନ୍ନ ଐତିହାସିକ ଘଟଣାକୁ ନେଇ ଚଳଚ୍ଚିତ୍ରମାନ ନିର୍ମିତ ହେଉଥିବାବେଳେ ଆଗାମୀ ଦିନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତାଜୀ ସୁଭାଷ ବୋଷଙ୍କ ଚରିତ୍ର ଉପରେ ଶୀଘ୍ର ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଜଣାପଡ଼ିଛି । 

ଅଧିକ ଖବର...

ପୋଲିସ ସହାୟତା ମାଗିଲା ଧର୍ମା ପ୍ରଡକସନ୍ସ

October 28, 2016

 ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଯାଉଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଏ ଦିଲ ହେ ମୁସକିଲ'। ପାକିସ୍ତାନ କଳାକାର ଫୱାଦ ଖାନ୍ ଏଥିରେ ଅଭିନୟ କରିଥିବାରୁ ଏହାର ରିଲିଜକୁ ଅନେକ ସଂଗଠନ ବିରୋଧ କରୁଛନ୍ତି। ମହାରାଷ୍ଟ୍ରର ନବନିର୍ମାଣ ସେନା ଫିଲ୍ମକୁ ମଲଟିପ୍ଲେକ୍ସରେ ଚାଲିବାକୁ ଦିଆଯିବ ନାହିଁ ବୋଲି କହିଛି। ଫିଲ୍ମ ରିଲିଜ ଦିନ ସୁରକ୍ଷା ନେଇ ଧର୍ମା ପ୍ରଡକସନ୍ସ ପ୍ରତିନିଧି ସହ ଫକ୍ସ ଷ୍ଟାର ପ୍ରଡକସନ୍ସ ସିଇଓ ମୁମ୍ବାଇ ପୋଲିସକୁ ଫିଲ୍ମର ପ୍ରଦର୍ଶନ ସମୟରେ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି।
ପୂର୍ବ ସୂଚନା ମୁତାବକ ସିଓଇଏଆଇ ଦେଶର ପରିସ୍ଥିତି ଅନୁଧ୍ୟାନ କରି ଫିଲ୍ମଟି ଗୋଆ, ଗୁଜରାଟ ଓ ମହାରାଷ୍ଟ୍ରର ସିଙ୍ଗଲ ସ୍କ୍ରିନରେ ରିଲିଜରେ ରୋକ ଲଗାଯାଇଥିଲା।

ଅଧିକ ଖବର...

କରଣଙ୍କ ଫିଲ୍ମ ସହ ଶାହାରୁଖଙ୍କ ଫିଲ୍ମକୁ ମଧ୍ୟ ବିରୋଧ କରିବ ନାହିଁ ମହାରାଷ୍ଟ୍ର ନବନିର୍ମାଣ ସେନା

October 28, 2016

 ମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ 'ଏ ଦିଲ୍ ହେ ମୁସକିଲ' ର ରିଲିଜକୁ ନେଇ ରାସ୍ତା ସଫା ହେବା ପରେ ଶାହାରୁଖ ଖାନ୍ଙ୍କ ଫିଲ୍ମ 'ରଇସ୍' ଓ 'ଡିୟର ଜିଦେଙ୍ଗୀ'ରେ ପାକିସ୍ତାନ କଳାକାର ଥିଲେ ମଧ୍ୟ ରିଲିଜକୁ ନେଇ ବିରୋଧ କରାଯିବ ନାହିଁ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରକାଶ କରିଛି।

ଅଧିକ ଖବର...

ମୁଁ ପାକିସ୍ତାନ ଆସି ବହୁତ ଖୁସି: ପୂଜା ଭଟ୍ଟ

October 28, 2016

 ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିମାନ ଚଳାଚଳ ଏବେ ବି ଜାରି ରହିଛି। ଯେଉଁ ଅଭିନେତା ଯେତେବେଳେ ଚାହିଁବେ ଦୁଇ ଦେଶକୁ ଯାତାୟାତ କରିପାରିବେ ବୋଲି ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କହିଛନ୍ତି। ଆଜି କରାଚୀରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।
ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ଦାବି ଜୋର ଧରିଥିବା ବେଳେ ପୂଜା ଏପରି ମନ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି,"ପୂର୍ବରୁ ମଧ୍ୟ ବହୁତ ଥର ମୁଁ ଏଠାକୁ ଆସିଛି। ମୁଁ ପାକିସ୍ତାନ ଆସି ବହୁତ ଖୁସି ଅଛି।"
ପୂଜାଙ୍କ ଦାଦା ମୁକେଶ ଭଟ୍ଟ କିଛିଦିନ ପୂର୍ବେ କହିଥିଲେ ଯେ ୭ ଜନ୍ମ ପର୍ଯ୍ୟନ୍ତ ପାକିସ୍ତନୀ କଳାକାରଙ୍କୁ ଫିଲ୍ମରେ ନିଆଯିବ ନାହିଁ।

ଅଧିକ ଖବର...

'ଏ ଦିଲ୍ହେ ମୁସ୍କିଲ'କୁ ମଧ୍ୟପ୍ରଦେଶରେ ବିରୋଧ

October 28, 2016

  ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଥିବା କରଣ ଜୋହରଙ୍କ ଫିଲ୍ମ 'ଏ ଦିଲ୍ହେ ମୁସ୍କିଲ'କୁ ମଧ୍ୟପ୍ରଦେଶର ଜବଲପୁର ସହରରେ ବିରୋଧ କରାଯାଇଛି। ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସିନେମା ହଲ୍ ଭିତରକୁ ଧସେଇ ପଶିଥିଲେ। ଫଳରେ ଶୋ'କୁ ଅଧାରୁ ବନ୍ଦ କରାଯାଇଥିଲା।

ଅଧିକ ଖବର...