ଅପରାଧ
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍: ଚାର୍ଜଫ୍ରେମ୍ ଦିନ ପୁଣି ଗଡ଼ିଲା,ମହମ୍ମଦ ହନିଫକୁ ୪ ବର୍ଷ ଜେଲଦଣ୍ଡ
April 21, 2017ପୂର୍ବଶତ୍ରୁତାରୁ ହତ୍ୟା; ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ହାଣିଦେଲେ
April 14, 2017ଦ୍ଡେଲାଙ୍ଗ, ୧୩ ।୪ (ନି.ପ୍ର): ପୂର୍ବ ଶତ୍ରୁତାରୁ ପୁରୀ ଜିଲା ଡେଲାଙ୍ଗ ଥାନା କୁଆପଦା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ବାବୁଲି ଓରଫ ପ୍ରସନ୍ନ ବୈରୀଗଞ୍ଜନ(୫୦)ଙ୍କୁ ସେହି ଗ୍ରାମର କିଛି ଯୁବକ ତାଙ୍କ ସମ୍ମୁଖରେ ହତ୍ୟା କରିଥିବା ପନôୀ ଭାନୁମତୀ ବୈରୀଗଞ୍ଜନ ଡେଲାଙ୍ଗ ଥାନାରେ
ଅଧିକ ଖବର...କୋଇଲା ଟ୍ରକ୍ ରେ ନିଅାଁଲାଗିଗଲା
October 28, 2016ପାରାଦୀପରୁ ରାଉରକେଲାକୁ କୋଇଲା ବୋଝେଇ ହୋଇ ଅାସୁଥିବା ଏକ ଦଶଚକିଅା ଟ୍ରକ (ଓଅାର୦୫ଏଚ ୯୪୭୭) ଖମାର ଥାନା ଅନ୍ତର୍ଗତ କନ୍ଟିିଅାପଶି ଛକଠାରେ ଛିଡା ହୋଇଥିବା ସମୟରେ ସେଥିରେ ଅଗ୍ନିସଂଯୋଗ ହୋଇଯାଇଥିଲା।
ଅଧିକ ଖବର...ତାଜା ଖବର : ପାରାଦ୍ୱୀପ ରେ ଗର୍ଜିଲା ବନ୍ଧୁକ, ଫୁଟିଲା ବୋମା – ଜଣେ ମୃତ, ୨ ଅାହତ
October 28, 2016
ବନ୍ଦର ନଗରୀ ପାରାଦୀପ ଅଂଚଳରେ କିଛିଦିନ ନିରବତା ପରେ ଅକ୍ଟୋବର ୨୬ ତାରିଖ ବୁଧବାର ସକାଳ ୯ଟା ୩୦ମି. ସମୟରେ ବୋମା ଓ ଗୁଳି ଫୁଟି ଜଣେ ବହୁମୁଖô କମ୍ପାନୀ ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି ଏବଂ ମ୍ୟାନେଜରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଓ ଡ୍ରାଇଭର ଅାହତ ହୋଇଛନ୍ତି।
ଅଧିକ ଖବର...ପାଲଲହଡ଼ା: ୬ ବର୍ଷର ବାଳକକୁ ଚେଙ୍କ
October 28, 2016
ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ନଗିରା ପଞ୍ଚାୟତ ଅନ୍ତର୍ଗତ ନମଗାଁର ୬ ବର୍ଷର ବାଳକ ମନୋଜ ବେହେରାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଓ ପେଟ ରୋଗ ଭଲ କରିବା ପାଇଁ ଚେଙ୍କ ଦିଆଯାଇଥିଲା। ଚେଙ୍କ ନେବା ପରେ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଜି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସପ୍ତାହ ତଳେ ମନୋଜଙ୍କୁ ଜ୍ୱର ହେବା ସହିତ ପେଟ ଯନ୍ତ୍ରଣା କରୁଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଚେଙ୍କ ଦେବାକୁ ନେଇଥିଲେ ବୋଲି ଅଭିଯୋଗ ହୋଇଛି।