ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:51 pm

ମନୋରଞ୍ଜନ

ଟ୍ୱିଟରରେ ପ୍ରଶଂସକଙ୍କ ଚର୍ଚ୍ଚାରେ ଚଳଚ୍ଚିତ୍ର ମହାଭାରତ

April 22, 2017
ସଂଯୁକ୍ତ ଆରବ ସଂଘର ଶିଳ୍ପପତି ବି.ଆର୍‌.ସେଟ୍ଟି ୧୦୦୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ମହାଭାରତ ଚଳଚ୍ଚିତ୍ରର ପ୍ରଚାର ଏବେଠାରୁ ଜୋରସୋରରେ ଆରମ୍ଭ ହୋଇଗଲାଣି । ସୋସିଆଲ ସାଇଟ୍‌ରେ ଚଳଚ୍ଚିତ୍ରର ପ୍ରଚାର ଚାଲିଥିବାବେଳେ ପ୍ରଶଂସକମାନେ ଏହାର ବିଭିନ୍ନ ଭୂମିକା ନିମିତ୍ତ ଉପଯୁକ୍ତ ଅଭିନେତାଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି । ଟ୍ୱିଟରରେ ମହାଭାରତର ବିଭିନ୍ନ ଚରିତ୍ର ପାଇଁ ପ୍ରଶଂସକ ସବୁଠୁ ଅଧିକ ହ୍ରିତିକ୍‌ ରୋଶନ୍‌, ଅମୀର ଖାନ୍‌, ଅକ୍ଷୟ କୁମାର ଓ ବାହୁବଳୀ ପ୍ରଭାସଙ୍କୁ ପସନ୍ଦ କରିଛନ୍ତି । ତେବେ ମିଳିଥିବା ଖବର ଅନୁସାରେ ଚଳଚ୍ଚିତ୍ର ନିମନ୍ତେ ଅଭିନେତା, ଅଭିନେତ୍ରୀ ବର୍ତ୍ତମାନ ସୁଦ୍ଧା ମନୋନୀତ ହୋଇନାହାନ୍ତି । ତେବେ ଲୋକଙ୍କ ଆଗ୍ରହ ଦେଖି ନିର୍ମାତା ବି.ଆର୍‌.ସେଟ୍ଟି ଖୁବ୍‌ ଆନନ୍ଦିତ ।

କର୍କଟ ରୋଗାଗ୍ରସ୍ତ ଥିବାବେଳେ ଏଲିୟନ୍‌ ପରି ଦିଶୁଥିଲେ ମନିଷା

April 22, 2017

ସୋହା ଗଭର୍ବତୀ

April 23, 2017