ଆଜି ମେଷ ୨୨ ଦିନ, ୧୪୨୪ ସାଲ ଭାଗ-୮୮ ସଂଖ୍ୟା-୧୨୧ ବୈଶାଖ ୧୫ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଦଶମୀ.

May 30, 2017, 2:48 pm

ଅପରାଧ

ନରାୟଣପାଟଣାରେ ମାଓ ତାଣ୍ଡବ

April 22, 2017
 କୋରାପୁଟ: ମାଓବାଦୀମାନେ ନରାୟଣପାଟଣାରେ ବର୍ବର କାଣ୍ଡ ଭିଆଇଥିବା ସୂଚନା ମିଳିଛି । ପୁଲିସ୍‌ ଇନଫରମର ସନେ୍ଦହରେ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ନରାୟଣପାଟଣା ବ୍ଳକ୍‌ ଅନ୍ତର୍ଗତ ପେଡାଇଟିକି ଗାଁର ପିଡିକା ରାତୁନୁ । ସୂଚନାଯେ ଗତ ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଅଧିକ ସଶସ୍ତ୍ର ମାଓବାଦୀ ତାଙ୍କୁ ଜୋର ଜବରଦସ୍ତ ଘରୁ ଡାକି ନେଇ ଜଙ୍ଗଲରେ ଗଳାକାଟି ହତ୍ୟା କରିଥିଲେ । ପରେ ସେହି ଅଞ୍ଚଳରେ କମ୍ବଂ ଅପରେସନକୁ ଜୋରାଦାର କରାଯାଇଛି ।

ଟ୍ରାକ୍ଟର ଛାଡ଼ି ଚାଲିଗଲେ ବେଆଇନ ମାଟି ଉଠାଣକାରୀ

April 22, 2017

୩୦କେଜି ଗଞ୍ଜେଇ ଜବତ, ଜଣେ ଗିରଫ

April 23, 2017