ମନୋରଞ୍ଜନ

ସୋହା ଗଭର୍ବତୀ

April 23, 2017
ପଟୌଦି ପରିବାରର କୁନି ରାଜକୁମାର ତୈମୁର ଅଲୀ ଖାନ୍‌ଙ୍କ ଜନ୍ମ ପରେ ଏବେ ପୁନଃ ଖୁସିର ଖବର ଶୁଣାଯାଇଛି । ନବାବ୍‌ ସୈଫ ଅଲୀ ଖାନ୍‌ ଓ ତାଙ୍କ ବେଗମ୍‌ କରୀନା କପୁର ଖାନ୍‌ ଡିସେମ୍ବର ୨୦୧୬ରେ ଏକ ପୁତ୍ରସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏବେ ସୈଫ୍‌ଙ୍କ ଭଉଣୀ ସୋହା ଗର୍ଭବତୀ ଅଛନ୍ତି । ଗଣମାଧ୍ୟମକୁ ଏହି ଖବର ସୋହାଙ୍କ ସ୍ୱାମୀ କୁନାଲ ଖେମୁ ଦେଇଛନ୍ତି । ୨୦୧୫ରେ ଦୁହେଁ ବିବାହ କରିଥିଲେ । ସୋହାଙ୍କ ଗର୍ଭବତୀ ଖବରରେ ସବୁଠୁ ଖୁସି ଭାଉଜ କରୀନା ଥିବାର ପ୍ରକାଶ କରିଛନ୍ତି । ସୋହାଙ୍କର ସେ ଉତ୍ତମ ଯତ୍ନ ନେବା ସହ ସନ୍ତାନ ପ୍ରସବ ପର୍ଯ୍ୟନ୍ତ ସୋହା ମା’ ଶର୍ମିଲାଙ୍କ ଘରେ ରହିଥିବାର ଜଣାପଡ଼ିଛି ।

ଟ୍ୱିଟରରେ ପ୍ରଶଂସକଙ୍କ ଚର୍ଚ୍ଚାରେ ଚଳଚ୍ଚିତ୍ର ମହାଭାରତ

April 22, 2017

କର୍କଟ ରୋଗାଗ୍ରସ୍ତ ଥିବାବେଳେ ଏଲିୟନ୍‌ ପରି ଦିଶୁଥିଲେ ମନିଷା

April 22, 2017