ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:25 pm

ରାଜନୀତି

ରାଜ୍ୟରେ ଦୁର୍ବଳ ବୁଥକୁ ସୁଦୃଢ କରିବା ପାଇଁ ଅଙ୍କ କସିଲା ବିଜେପି

April 23, 2017
 ବାରିପଦା: ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକର ଆଜି ଶେଷ ଦିନ। ଭ୍ରଷ୍ଟ ରକ୍ତମୁଖା ଅପାରଗ ବିଜେଡି ଶାସନ ବିରୋଧରେ ଆନ୍ଦୋଳନ କରିବାର ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବୁଥ ସବୁଠୁ ମଜଭୁତ ସ୍ଲୋଗାନ ଅନୁଯାୟୀ ଓଡିଶାରେ ୩୬ ହଜାର ବୁଥକୁ ସଂଗଠିତ କରି ତୃଣମୂଳ ସ୍ତରରୁ ଗରିବ କଲ୍ୟାଣ ପାଇଁ କାର୍ୟ୍ୟ କରାଯିବ । ଏଥି ସହିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ଶିକ୍ଷା,ସ୍ଵସ୍ଥ୍ୟ, ଆର୍ଥିକ ବିକାଶ,ପାନୀୟ ଜଳ,ଇଲେକ୍ଟ୍ରି, ମହିଳାଙ୍କୁ ସୁରକ୍ଷା, ସ୍ଵଛତା ଓ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଇ ନୂତନ ଭାରତ ଗଠନର ପରିକଳ୍ପନା ଭଳି ନୂତନ ଓଡ଼ିଶା ପରିକଳ୍ପନା ପାଇଁ ବିଜେପି ନିଷ୍ପତି ନେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଆସନ୍ତା ଜୁନ ୨୨, ୨୩, ୨୫ ତାରିଖରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସବୁଠାରୁ ଦୁର୍ବଳ ବୁଥ ପରିଦର୍ଶନ କରି ବୁଥକୁ ମଜବୁତ କରାଯିବାର ଯୋଜନା ସ୍ୱରୂପ ମୋର ବୁଥ ସବୁଠୁ ମଜଭୁତ କାର୍ୟ୍ୟକ୍ରମକୁ  ଗୁରୁତ୍ୱ ଦିଆଯାଇଛି।

'ନାଲିବତି ହଟାଇବା ଗୋଟେ ଉପହାସ', ତଥାଗତଙ୍କ ଟୁଇଟ୍ ଚର୍ଚ୍ଚାରେ

April 21, 2017

ନବୀନ-ମମତାଙ୍କୁ ବିଜେପିର ଟାର୍ଗେଟ୍, ମହାମେଣ୍ଟ ପାଇଁ ଚାଲିଛି ବୁଝାମଣା

April 20, 2017

ଆଡୱାଣୀଙ୍କ ପ୍ରସଙ୍ଗରେ ଲାଲୁଙ୍କ ଆକ୍ଷେପକୁ ବିନୟ କଟିୟାରଙ୍କ ସମର୍ଥନ

April 21, 2017

ବାବ୍ରି ମସ୍‌ଜିଦ ଭାଙ୍ଗିବା ନେଇ ରାମ ବିଳାସ ବେଦାନ୍ତିଙ୍କ ମନ୍ତବ୍ୟ! ଆଡୱାଣୀ ନୁହନ୍ତି; ମୁଁ ଉସୁକାଇଥିଲି

April 22, 2017

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ, ନଜର ଆସିଲେନି ବିଜୟ ଓ ଦିଲ୍ଲୀପ୍‌

April 22, 2017