ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

September 21, 2017, 12:33 pm

ଅପରାଧ

୩୦କେଜି ଗଞ୍ଜେଇ ଜବତ, ଜଣେ ଗିରଫ

April 23, 2017
 କନ୍ଧମାଳ: କନ୍ଧମାଲ ଜିଲା ବନ୍ଧଗଡ-କେଲାପଡା ରାସ୍ତା ନିକଟରୁ ଏକ ଅଟୋ ମଧ୍ୟରୁ  ୩୦କେଜି ଗଞ୍ଜେଇ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଗଞ୍ଜେଇ ସହ ଅଟୋକୁ ମଧ୍ୟ ପୁଲିସ ଜବତ କରିଛି। କନ୍ଧମାଳ ଜିଲା ଗୁରୁପଡା ଗାଁର ଦିନେଶ ପ୍ରଧାନଙ୍କୁ ଗଞ୍ଜେଇ ବେପାର ଅଭିଯାଗରେ ପୁଲିସ ଗରିଫ କରିଥିବା ବେଳ ଅନ୍ୟ ୪ ସହଯୋଗୀ ଫେରାର ଅଛନ୍ତି। 

ନରାୟଣପାଟଣାରେ ମାଓ ତାଣ୍ଡବ

April 22, 2017

ଟ୍ରାକ୍ଟର ଛାଡ଼ି ଚାଲିଗଲେ ବେଆଇନ ମାଟି ଉଠାଣକାରୀ

April 22, 2017