ଆଜି ବୃଷ ୧୭ ଦିନ, ୧୪୨୪ ସାଲ ଭାଗ- ୮୮ ସଂଖ୍ୟା- ୧୪୭ ଜ୍ୟେଷ୍ଠ ୧୦ ଦିନ, ୧୯୩୯ ଶକାବ୍ଦ, ଶୁକ୍ଳପକ୍ଷ ଷଷ୍ଠୀ.

July 22, 2017, 8:13 am

ଆନ୍ତର୍ଜାତୀୟ

ହାଫିଜର ହାଜତ ମିଆଦ ୯୦ଦିନ ବୃଦ୍ଧି

May 2, 2017
ଲାହୋର,୩୦ା୪: ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଜେୟୁଡି ମୁଖ୍ୟ ହାଫିଜ ସଇଦର ହାଜତ ମିଆଦକୁ ପାକିସ୍ତାନ ସରକାର ଆଉ ୯୦ଦିନ ବୃଦ୍ଧି କରିଛନ୍ତି । ଆତଙ୍କବାଦ ନିରୋଧ ଆଇନ ୧୯୯୭ ଅନୁଯାୟୀ ହାଫିଜକୁ ଜାନୁଆରୀ ୩୧ରୁ ଗୃହବନ୍ଦୀ କରି ରଖାଯାଇଛି । ସଇଦ ବ୍ୟତୀତ ତାର ସହଯୋଗୀ ମଲିକ ଜାଫର ଇକବାଲ, ଅବଦୁର ରେହମାନ ଆବିଦ, କ୍ୱାଜି କାସିଫ ହୁସେନ ଓ ଅବଦୁଲ୍ଲା ଉବେଦକୁ ମଧ୍ୟ ବନ୍ଦୀ କରି ରଖାଯାଇଛି । ହାଫିଜର ଗୃହବନ୍ଦୀକୁ ନେଇ ତାର ସହଯୋଗୀଙ୍କ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା ମାତ୍ର ସରକାର ଏହି ଅଟକକୁ ଯଥାର୍ଥ ଦର୍ଶାଇଥିଲେ ।

ହାଫିଜର ଅଟକ ଯଥାର୍ଥ: ପାକ୍‌ ସରକାର

April 22, 2017

ଆଫଗାନ ସେନା ଶିବିରରେ ଆକ୍ରମଣ, ୫୦ ମୃତ

April 22, 2017

ଆଇଏସ୍‌ଆଇ ହେପାଜତରେ ଅଲ୍‌-ଜୱାହିରି

April 23, 2017

ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ

April 24, 2017

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାତ ସୈନିକ ମୃତ

April 24, 2017